ଗର୍ଭଗୃହ
ଦେଖଣା
ଗର୍ଭଗୃହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗର୍ଭରେ ଅବସ୍ଥିତ ଗୃହ)
[ସମ୍ପାଦନା]- ୧. ଘରଭିତରେ ଥିବା କୋଠରି; ଅଭ୍ୟନ୍ତର ଗୃହ; ଗମ୍ଭୀର ଘର —୧. Inner house; a dark unventiated room inside many houses.
- ୨. ଦେଉଳର ଗମ୍ଭୀରା; ଯେଉଁ ଘରେ ଦେବତା ଥାଆନ୍ତି — ୨. The sanctuary of a temple.
- ୩. ସୁତିକାଗାର; ପ୍ରସବ ଗୃହ —୩. Lying-in room.