Jump to content

ଗର୍ଭଚ୍ୟୁତ

ଉଇକିଅଭିଧାନ‌ରୁ

ଗର୍ଭଚ୍ୟୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୫ମୀ ତତ୍; ଗର୍ଭ+ଚ୍ୟୁତ)

[ସମ୍ପାଦନା]
୧. ଗର୍ଭରୁ ପତିତି; ଜାତ — ୧. Born; issuing from the womb.
୨. ଅସମୟରେ ଗର୍ଭରୁ ନିଃସୃତ — ୨. Abortive; miscarried.