Jump to content

ଗର୍ଭଣା

ଉଇକିଅଭିଧାନ‌ରୁ

ଗର୍ଭଣା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଭ)

[ସମ୍ପାଦନା]
୧. ଗର୍ଭଣା ସଂକ୍ରାନ୍ତି (ଦେଖ) - ୧. Garbhaṇā saṁkrānti (See)

ଆଗେ ବୁଣ୍ ଗର୍ଭଣାକୁ ଟୁଣ୍ ଟୁଣ୍ କୃଷିବଚନ

୨. ଗର୍ଭଣା ଗଛ (ଦେଖ) - ୨. Garbhaṇā gachha (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କେଣ୍ଡା ବାହାରିବା ପୂର୍ବରୁ ଧାନଗଛର କାଣ୍ଡମଧ୍ୟରେ କେଣ୍ଡାଥିବା (ଧାନ ଗଛ) — ୧. (paddy plant) Impergnated with the ears of corn; having the ears of corn still inside it.
୨. ଗର୍ଭଣୀ (ଦେଖ) - ୨. Garbhaṇī (See)