Jump to content

ଗର୍ଭଣାଗଛ

ଉଇକିଅଭିଧାନ‌ରୁ

ଗର୍ଭଣାଗଛ

ଉଚ୍ଚାରଣ

[ସମ୍ପାଦନା]
  • ମ. ଭୋସ୍କର, ଶେଲବଣ୍ଠ ଗୁ. ଗୁନ୍ଦୋମୋଟୋ ତେଲୁଗୁ - ନାକେରୁ, ନୁକେରୁ ତା. ଚେଳୁଗୋନ୍ଦିଣୀ ଫରାସୀ - ସିପିସ୍ତାନ୍ତ୍ ଆରବୀ - ସେଫିସ୍ଥାନ୍

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହୁବାର)

[ସମ୍ପାଦନା]

ଛୋଟ ବନ୍ୟ ଓ ଗ୍ରାମ୍ୟ ତରୁବିଶେଷ — A wild tree; Cordiamyxa; the narrow-leaved sepistum

[ ଦ୍ର—ଏ ଗଛ ବଙ୍କାଟଙ୍କା, କାଠ ଧଳା ଓ ହାଲୁକା , ଡାଳଗୁଡ଼ିକ ଝାମ୍ପୁଡ଼ ହୋଇ ବଢ଼େ ପତ୍ର ଏକୋତ୍ତର ଓ ଆଣ୍ଡାକାର ଫୂଲ ଧଳା ଓ ଛୋଟ, ଗ୍ରୀଷ୍ମ ଦିନେ ଫୁଟେ ଫଳ ବରକୋଳି ପରି ଗୋଲ ଓ ପାଚିଲେ ହଳଦିଆ ଦିଶେ ଫଳ ଭିତର ଚଟଚଟିଆ ଅଠାଳିଆ ବୈଦ୍ୟଶାସ୍ତ୍ର ମତରେ ଏହା ବିଷ, ବିଷ୍ଫୋଟକ, ବ୍ରଣ, ବିସର୍ପ, କୁଷ୍ଠ, କଫ ଓ ପିତ୍ତନାଶକ, ଏହା କେଶର ହିତକର; ଅପକ୍ୱ ଫଳ ବିଷ୍ଠମ୍ଭୀ, ରୁକ୍ଷ, ପିତ୍ତ. କଫ ଓ ରକ୍ତ— ଦୋଷନାଶକ; ପକ୍ୱ ଫଳ ମଧୁର ରସ, ସ୍ନିଗ୍ଧ, କଫକର, ଶୀତବୀର୍ଯ୍ୟ ଓ ଗୁରୁ ଗର୍ଭଣା ସଂକ୍ରାନ୍ତି ଦିନ ଏ ଗଛର ଡାଳ (ଗର୍ଭଣା କଠି) ଖଣ୍ଡକୁ ନେଇ ଧାନ କିଆରିରେ ଲୋକେ ପୋତନ୍ତି]