Jump to content

ଗର୍ଭଣାସଂକ୍ରାନ୍ତି

ଉଇକିଅଭିଧାନ‌ରୁ

ଗର୍ଭଣାସଂକ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଗର୍ଭିଣୀ ଶଦ୍ଦରୁ; ଏ ସମୟରେ ଧାନ କେଣ୍ଡା ଧାନ ଗଛର ଗର୍ଭରେ ଥାଏ ବୋଲି)

[ସମ୍ପାଦନା]

(କାର୍ତ୍ତିକ) ତୁଳ ମାସ ସଂକ୍ରାନ୍ତି — The first day of the solar month of Tuḻa.

[ ଦ୍ର—ଏ ଦିନ ଗର୍ଭଣା ଗଛର କେତେ ଖଣ୍ଡ ଡାଳ ଆଣି ପୂଜା କରି ଧାନ ବିଲରେ ପୋତା ଯାଏ]