ଗର୍ଭଧାରଣକାଳ
ଗର୍ଭରେ ଶିଶୁ ରହିବାର ପୂର୍ଣ୍ଣ ସମୟ — The full period of preg nancy (between ୯ and ୧୦ months)
[ ଦ୍ର—କେହି କେହି ୯ ମାସଠାରୁ ୧ ମାସ ଓ କେହି କେହି ୧ ମାସ ୧ ଦିନ କହନ୍ତି]