Jump to content

ଗର୍ଭନାଡ଼ୀ

ଉଇକିଅଭିଧାନ‌ରୁ

ଗର୍ଭନାଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗର୍ଭ+ନାଡ଼ୀ)

[ସମ୍ପାଦନା]

ଗର୍ଭସ୍ଥ ଫୁଲ—ନାଡ଼; ଗର୍ଭସ୍ଥ ଶିଶୁର ନାଭିଠାରୁ ଯେଉଁ ନାଡ଼ ଫୁଲ ସହିତ ସଂଯୁକ୍ତ ଥାଏ — Umbilical cord.