Jump to content

ଗର୍ଭନିପାତ

ଉଇକିଅଭିଧାନ‌ରୁ

ଗର୍ଭନିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗର୍ଭ+ନିପାତ)

[ସମ୍ପାଦନା]

ଗର୍ଭସ୍ରାବ — Abortion.

ଗର୍ଭ ନିପାତେ ଖେଦମତି ପ୍ରାଣଛାଡ଼ିଲା ମୃଗ ସତୀ ଜଗନ୍ନାଥ. ଭାଗବତ