Jump to content

ଗର୍ଭପାତକ

ଉଇକିଅଭିଧାନ‌ରୁ

ଗର୍ଭପାତକ

ଉଚ୍ଚାରଣ

[ସମ୍ପାଦନା]

ଗର୍ଭପାତିକା, ଗର୍ଭପାତକୀ'

ସଂସ୍କୃତ - ବିଶେଷ୍ୟ - (ଗର୍ଭ+ପତ ଧାତୁ ଣିଚ୍+ଅକ)

[ସମ୍ପାଦନା]
୧. ଭ୍ରୂଣ— ହତ୍ୟାକାରୀ; ଯେଉଁ ପୁରୁଷ ଗର୍ଭିଣୀର ଗର୍ଭପାତ କରାଏ —୧. A man who causes abortion.
୨. ରକ୍ତ ଶୋଭାଞ୍ଜନ ଗଛ; ରକ୍ତ ସଜନା ଗଛ — ୨. Red sajina tree; horse hadish tree.

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଗର୍ଭସ୍ରାବ କରାଏ — (a person) Causing abortion.
୨. ଯେଉଁ ବସ୍ତୁ ବା ଔଷଧ ସେବନ କଲେ ଗର୍ଭପାତ ଘଟେ — (things) causing abortion.