ଗର୍ଭବାସ
ଦେଖଣା
ଗର୍ଭବାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ; ଗର୍ଭ+ବାସ)
[ସମ୍ପାଦନା]- ୧. ଯେଉଁଠାରେ ଗର୍ଭସ୍ଥ ଭ୍ରୂଣ ବାସ କରେ; କୁକ୍ଷି; ଜରାୟୁ —୧. Womb; uterus.
- ୨. ଭ୍ରୂଣର ଗର୍ଭରେ ଅବସ୍ଥାନ — ୨. Being in the womb; existence of the foetus in the womb.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗର୍ଭଧାରଣ; ପେଟରେ ହେବା —Pregnancy.
ଲୋପାମୁଦ୍ରା ତହୁଁ ଲଭିଲେ ଗର୍ଭବାସ—କୃଷ୍ଣସିଂହ ମହାଭାରତ. ବନ
ଦେଶଜ - ବିଶେଷଣ -
[ସମ୍ପାଦନା]ଗର୍ଭାବତୀ — Pregnant; heavy with child.
ସେ ନାରୀ ହେଲ ଗର୍ଭବାସ ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମ ଗୀତା