Jump to content

ଗର୍ଭବେଦନା

ଉଇକିଅଭିଧାନ‌ରୁ

ଗର୍ଭବେଦନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗର୍ଭଜନିତ ବେଦନା)

[ସମ୍ପାଦନା]
୧. ଗର୍ଭାବସ୍ଥାରେ ଶିଶୁଦ୍ୱାରା ଅନୁଭୂତ କ୍ଳେଶ — ୧. (supposed) Throes of a child while in the womb.
୨. ଗର୍ଭାବସ୍ଥାରେ ଗର୍ଭିଣୀଦ୍ୱାରା ଅନୁଭୂତ କ୍ଳେଶ — ୨. Throes of a pregnant woman during pregnancy.
୩. ପ୍ରସବକାଳରେ ଜନନୀର ଯନ୍ତ୍ରଣା — ୩. Throes of child-birth; travail; labour in child-birth.