ଗର୍ଭଲକ୍ଷଣ
ନାରୀ ଗର୍ଭବତୀ ହେବାର ନିଦର୍ଶନ (ଯଥା—ପେଟ ଉଚ୍ଚ ଦେଖାଯିବା, ସ୍ତନସ୍ଫୀତି, ସ୍ତନ ଟିପିଲେ ଧଳା ରସର ନିଦର୍ଶନ ଆଦି) —Signs of pregnancy.