Jump to content

ଗର୍ଭସଞ୍ଚାର

ଉଇକିଅଭିଧାନ‌ରୁ

ଗର୍ଭସଞ୍ଚାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ଗର୍ଭ+ସଞ୍ଚାର)

[ସମ୍ପାଦନା]

ଗର୍ଭଧାରଣ; ଗର୍ଭରେ ରଜୋବୂର୍ଯ୍ୟର ମିଳନ— ଯୋଗୁଁ ଭୃଣର ସୃଷ୍ଟି —Conception.