ଗର୍ଭାଧାନ
ଦେଖଣା
ଗର୍ଭାଧାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗର୍ଭ+ଆଧାନ=ଉତ୍ପାଦନ)
[ସମ୍ପାଦନା]- ୧. ନିଶେକ;ସ୍ତ୍ରୀ ରଜସ୍ୱାଳା ହେବା ପରେ ଶୁଭ ଦିବସରେ ସ୍ୱାମୀଙ୍କର ସହବାସ ଉପଲକ୍ଷେ କର୍ମ (ଏହା ଦ୍ୱିଜାତିମାନଙ୍କର ଗୋଟିଏ ସଂସ୍କାର) — ୧. The ceremony of a consumation of marriage.
- ୨. ଗର୍ଭୋତ୍ପାଦନାର୍ଥ ସ୍ତ୍ରୀ ସହବାସ — ୨. Cohabitation with a view to ensure conception.
- ୩. ସ୍ତ୍ରୀ ଗର୍ଭରେ ଶୁକ୍ର ଶୋଣିତ ସଂଯୋଗରେ ଗର୍ଭୋତ୍ପାଦନ — ୩. Impregnation; conception.
ଦେଶଜ - ବିଶେଷଣ -
[ସମ୍ପାଦନା]ଗର୍ଭବତୀ —Pregnant.
ବୃକ୍ଷକୁ ମଧ୍ୟ ବିପରୀତେ ଆଳିଙ୍ଗନ କରି ସେ ଦୁଇ ନାରୀ ହେଲେ ଗର୍ଭାଧାନ କୁଷ୍ଣସିଂହ. ମହାଭାରତ. ବନ