Jump to content

ଗର୍ଭିତ

ଉଇକିଅଭିଧାନ‌ରୁ

ଗର୍ଭିତ

ଉଚ୍ଚାରଣ

[ସମ୍ପାଦନା]
(ଗର୍ଭିତା—ସ୍ତ୍ରୀ) 

ସଂସ୍କୃତ - ବିଣ(ଗର୍ଭ+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]
୧. ଗର୍ଭଯୁକ୍ତ — ୧. With a belly; impregnated
୨. ଅନ୍ତର୍ଗତ —୨. Situate inside.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପଦ୍ୟରଚନାରେ ଦୋଷବିଶେଶ — A defect in poetical composition.