Jump to content

ଗର୍ଲିବା

ଉଇକିଅଭିଧାନ‌ରୁ

ଗର୍ଲିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ଗର୍ଜ ଧାତୁ; ତୁଳ. ହିନ୍ଦୀ - ଗର୍ରାନା=ଭୀଷଣ ଗର୍ଜନ କରିବା)

[ସମ୍ପାଦନା]

ମରଣ ସମୟରେ ଆର୍ତ୍ତନାଦ କରିବା; ଗର୍ଜନ କରିବା — To utter a loud groan before death.