Jump to content

ଗର୍ହିତ

ଉଇକିଅଭିଧାନ‌ରୁ

ଗର୍ହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗର୍ହ ଧାତୁ+କର୍ମ. ତ)

[ସମ୍ପାଦନା]
୧. ନିନ୍ଦିତ — ୧. Blamed; censured.
୨. ମନ୍ଦ —୨. Bad; wrong
୩. କୁତ୍ସିତ mdash;୩. Reprehensive; vile.

ଗ୍ରାମ୍ୟ - (ଇତର) ବିଶେଷ୍ୟ -

[ସମ୍ପାଦନା]

ଗରହିତ; ଅହିତ; ଅମଙ୍ଗଳ; ଅପକାର — Harm.

ଗ୍ରାମ୍ୟ - (ଇତର)ବିଶେଷଣ -

[ସମ୍ପାଦନା]

ଅନିଷ୍ଟଜନକ —Injurious.