Jump to content

ଗଲଗଲିଆ

ଉଇକିଅଭିଧାନ‌ରୁ

ଗଲଗଲିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ପଦାର୍ଥ (ସାରୁ ଓଲୁଅ) ଦେହରେ ଲଗାଇଲେ ଦେହ ଗଲୁ କରେ ବା ଖାଇଲେ ତଣ୍ଟି ଗଲୁ କରେ —(things) Which produce irritation when applied to the dody or eaten.

ପ୍ରାଦେଶିକ - (ବସ୍ତାର) ବି—(ତୁଳ. ହିନ୍ଦୀ - ଗଲ୍ଗଲ୍=ଟଭା)

[ସମ୍ପାଦନା]

ଟଭା—ଲେମ୍ୱୁ —Big lemon.