ଗଲତ୍କୁଷ୍ଠ
(ଗଲତ୍କୁଷ୍ଠୀ—ସ୍ତ୍ରୀ)
ଯେଉଁ ମହାବ୍ୟାଧି (କୁଷ୍ଠ ରୋଗ)ଦ୍ୱାରା ଅଙ୍ଗପ୍ରତ୍ୟଙ୍ଗରେ ଘାଆ ହୋଇ ରକ୍ତ ପୂ଼ଜ କ୍ଷରିତ ହୁଏ; କ୍ଷତଯୁକ୍ତ କୁଷ୍ଠ —Oozing leprosy; Psoriasis.