Jump to content

ଗଲଦ୍ଘର୍ମ

ଉଇକିଅଭିଧାନ‌ରୁ

ଗଲଦ୍ଘର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଲତ୍+ଘର୍ମ)

[ସମ୍ପାଦନା]

(ପରିଶ୍ରମ ବା ଭୟ ହେତୁରୁ) ଯାହା ଦେହରୁ ବେଶି ଝାଳ ବୋହି ଯାଉଥାଏ — In a state of profuse perspiration; with sweat breaking out in big drops.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଶରୀରରୁ ବୋହୁଥିବା ଝାଳ — Running sweat.