Jump to content

ଗଲା

ଉଇକିଅଭିଧାନ‌ରୁ

ଗଲା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଗମ. ଧାତୁ)—ଗତ (ବର୍ଷ) — ୧. Last (year).
୨. ଯେ ଯାଇ ଅଛି —୨. One that has gone.
୩. ଯେ ଯାଉଅଛି —୩. One who is going.

(ଯଥା— ଗଲା ମନୁଷ୍ୟ ହାତରେ ତୁରନ୍ତ ପତ୍ର ଦେବ)

କ୍ରିୟା—ଗମ ଧାତୁ ଅତୀତ କାଳ ତୃତୀୟ ପୁରୁଷ ଅନାଦର ଏକବଚନରେ ରୂପ —The form of the verb 'To go' in past tense ୩rd person singular.