ଗଲାଅଇଲା
ଦେଖଣା
ଗଲାଅଇଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଲାଅଇଲା
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯିବା ଆସିବା କରୁଥିବା; ଗମନାଗମନକାରୀ (ବ୍ୟକ୍ତି) —Coming and going.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆଗନ୍ତୁକ ବ୍ୟକ୍ତିଗଣ — Visitors; guests.
(ଯଥା— ଏ ବିଭାଘରେ ଗଲା ଅଇଲା ଖବର ବୁଝିବାର ଭାର ମୋ ଉପରେ ଦିଆ ଯାଇଛି)