Jump to content

ଗଲୁଗଲୁଆ

ଉଇକିଅଭିଧାନ‌ରୁ

ଗଲୁଗଲୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ପଦାର୍ଥ ଖାଇଲେ ବା ଦେହରେ ଲାଗିଲେ କଣ୍ଡୁ ଜାତ ହୁଏ ବା କୁଣ୍ଡେଇ ହୁଏ — ୧. (article) Producing itching or irritation.
୨. ଯେଉଁ ଜନ୍ତୁ ବା ମନୁଷ୍ୟର ଦେହଯାକ କୁଣ୍ଡେଇ ହୁଏ — ୨. (person) Having itching sensation.
୩. ଯେଉଁ ରୋଗରେ ଶରୀର କୁଣ୍ଡାଇ ହୁଏ — ୩. (disease e.g. ringworm) Accompanied by itching.