Jump to content

ଗଳକଣ୍ଡ

ଉଇକିଅଭିଧାନ‌ରୁ

ଗଳକଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଗଳ+ଗଣ୍ଡ)

[ସମ୍ପାଦନା]
୧. ରୋଗଜନିତ ଗଳଦେଶରେ ବାହାରିବା ସ୍ଥୂଳ— ମାଂସପିଣ୍ଡ ବା ଆବୁ — ୧. Goitre; Derbyshire neck.
୨. ଗଳାର ଗିଲିଟି ଫୁଲା ଓ ଦରଜ ରୋଗ — ୨. The swelling of the glands of the neck.
୩. ହାଡ଼ଗିଳା ପକ୍ଷୀ —୩. Indian Adjutant bird.