Jump to content

ଗଳକମ୍ୱଳ

ଉଇକିଅଭିଧାନ‌ରୁ

ଗଳକମ୍ୱଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଳଦେଶ ତଳେ ଲମ୍ୱିତ କମ୍ୱଳାକୃତି ଚର୍ମ)

[ସମ୍ପାଦନା]

ଗୋରୁଙ୍କ ଗଳଦେଶ ତଳେ ଲମ୍ୱିଥିବା କମ୍ୱଳ ଆକୃତିର ଚର୍ମାଛାଦିତ ମାଂସ; ସାମ୍ନା — A bull's or cow's dewlap; the flap of skin hanging down he neck of cattle.