ଗଳଗ୍ରହ
ଦେଖଣା
ଗଳଗ୍ରହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଳ+ ଗ୍ରହ)
[ସମ୍ପାଦନା]- ୧. ଅନ୍ୟର ବେକ ଧରିବା — ୧. Seizing by the throat.
- ୨. ତଣ୍ଟି ଚିପିବା —୨. Throttling.
- ୩. ଅକାରଣରେ ଅନିଚ୍ଛାପୂର୍ବକ ଯେଉଁ ବ୍ୟକ୍ତିର ଭାର ଆପଣା— ଉପରେ ନେବାକୁ ହୁଏ — ୩. A hanger-on; a burden upon one's shoulders.
- ୪. ସ୍ୱୟଂ ଉପସ୍ଥିତ ଅପରିହାର୍ଯ୍ୟ ଦାୟିତ୍ୱ ବା ଅପବାଦ — ୪. An unavoidable responsibility or danger.
- ୫. ବେକଫୁଲା ରୋଗ — ୫. Swelling of the throat and neck.
- ୬. ମାଛର କଣ୍ଟା —୬. Slender fish-bone.
- ୭. ଆପଣା ଉପରେ ନ୍ୟସ୍ତ ଅସମାପ୍ତ କର୍ମ — ୭. A self-imposed unaccomplished task.
- ୮. କୃଷ୍ଣପକ୍ଷର ଚତୁର୍ଥୀ, ସପ୍ତମୀ. ଅଷ୍ଟମୀ ନବମୀ. ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ତିଥି — ୮. Name of the ୪th, ୭th, ୮th, ୯th, ୧୩th, ୧୪th and new moon days of the dark fortnight.
- ୯. ଯେଉଁ ଦିନ ପଢ଼ା ଆରମ୍ଭ କରାଯାଏ କିନ୍ତୁ ତହିଁ ଆର— ଦିନ ଅନଧ୍ୟୟନ ତିଥି ପଡ଼େ — ୯. A day on which a course of studies is begun but the next day of which reading is prohibited according to the Hindu-<? ?> scriptures.
- ୧. ଆରକ୍ସ ହୋଇ ହଠାତ୍ ବନ୍ଦ କରାଯିବା ପାଠ — ୧୦. Study begun but immediately interrupted or descontinued.