Jump to content

ଗଳଚମ

ଉଇକିଅଭିଧାନ‌ରୁ

ଗଳଚମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳଚର୍ମ)

[ସମ୍ପାଦନା]
୧. ଗଳକମ୍ୱଳ —୧. Dewlap.
୨. ଅଜାଗଳସ୍ତନ — ୨. Long wart hanging from the neck of a goat.

ବରଜି ଆଖଣ୍ଡଳ, ଧେନୁକୁ ଛାଗଗଳଚମକୁ ଚିର ବୋଲି ଦୁହିଁଲେ ଗୋ— କବିସୂର୍ଯ୍ୟ . ସଙ୍ଗୀତ