ଗଳତି
ଦେଖଣା
ଗଳତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଆରବୀ - ଗଲ୍ତି=ଭ୍ରମ; ଭୁଲ୍)
[ସମ୍ପାଦନା]- ୧. ଗୁପ୍ତ ଛିଦ୍ର; ଯାହା ଥିବା ଯୋଗୁଁ କୌଣସି ପାତ୍ରସ୍ଥ ତରଳ ପଦାର୍ଥ ଅଜ୍ଞାତ ଭାବରେ ବହିଯାଏ —୧. Secret leak or fracture in a vessel
- ୨. ଭ୍ରାନ୍ତି; ଭୁଲ —୨. Mistake.
- ୩. ଦୋଷ —୩. Fault.
- ୪. ଗୁପ୍ତ ଦୋଷ —୪. Secret or hidden flaw.
- ୫. ତ୍ରୁଟି —୫. Shortcoming; defect.
- ୬. କାର୍ଯ୍ୟରେ ଅବହେଳା —୬. Negligence.
- ୭. ମିଥ୍ୟା —୭. Lie.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦୋଷପୂର୍ଣ୍ଣ —୧. Full of flaw.
- ୨. ତ୍ରୁଟିପୂର୍ଣ୍ଣ —୨. Defective.