Jump to content

ଗଳଥା

ଉଇକିଅଭିଧାନ‌ରୁ

ଗଳଥା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳହସ୍ତ)

[ସମ୍ପାଦନା]
୧. ବେକରେ ସାମନାଆଡ଼େ ଅର୍ଥାତ୍ ତଣ୍ଠିରେ ଧକା ଦେବା; ତଣ୍ଟିଆ — ୧. A push by the throat; throttling.

ପୂର୍ବ ଗ୍ରାତୃ ପ୍ରୀତି ଗଳେ ପ୍ରଦାନି ଗଳଥା ଆଣିଲା ଆମନ୍ତ୍ରୀ କୋପ ଇର୍ଷା ଅହମିକା ଚିନ୍ତାମଣି ବିକ୍ରମାଦିତ୍ୟ

୨. ବେକରେ ପଛ ଆଡ଼ରେ ଧକା ଦେବା; ହାବୁକା — ୨. A push by the neck; collaring.

ବିବେକ ପଛରୁ ଲଗାଏ ଗଳଥା ରାଧାନାଥ