Jump to content

ଗଳଦଶ୍ରୁ

ଉଇକିଅଭିଧାନ‌ରୁ

ଗଳଦଶ୍ରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଳତ୍+ଅଶ୍ରୁ)

[ସମ୍ପାଦନା]
୧. ଯାହା ଆଖିରୁ ଲୁହ ବୋହି ଯାଉଅଛି — ୧. With tears trickling or rolling down.
୨. ଲୁହା ଗଡ଼ୁଥିବା (ନେତ୍ର) — ୨. (eys) With tears rolling down.

ଉଦ୍ୱେଳ ସାଗର ପ୍ରାୟ ଲକ୍ଷ ଲକ୍ଷ ପ୍ରଜା ଗଳଦଶ୍ରୁ ନେତ୍ରେ. ପୁଣି ହୀନ ହୀନ ବେଶେ ରାଧାନାଥ. ମହାଯାତ୍ରା

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ବୋହୁଥିବା ଲୁହ —Trickling tears.