ଗଳନ୍ତିକା
ଦେଖଣା
ଗଳନ୍ତିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଳ୍ ଧାତୁ+ଅନ୍ତି+ସଂଜ୍ଞାର୍ଥେ. କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. (ଯହିଁରୁ ପାଣି ଝରେ) ଝରୀ; ଗଡ଼ୁ — ୧. A spouted water-pot.
- ୨. ବାସୁନ୍ଧରା ଘଡ଼ି; ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା— ଟୋପା ବୋହି ତୁଳସୀ ଗଛ ବା ଦେବତାଙ୍କ ଉପରେ ପଡ଼େ —୨. A small water-jar with a hole at the bottom from which water drops on Tuḻasi tree or some Idol.