ଗଳବସ୍ତ୍ର
ଦେଖଣା
ଗଳବସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଳ+ବସ୍ତ୍ର)
[ସମ୍ପାଦନା]ବେକରେ ଲୁଗା ପକାଇ ଅନୁସରଣ କରୁଥିବା; ବିନୟ, ହୀନତା, ଦୈନ୍ୟ ପ୍ରଭୁତି ପ୍ରକାଶାର୍ଥ ଯେଉଁ ବ୍ୟକ୍ତି ପରଆଗରେ ବେକରେ ଲୁଗା ପକାଇ ଠିଆ— ହୋଇଥାଏ —In an attitude of object humility with a piece of cloth thrown round one's neck.
ମାନସେ କରି ପୂଜନ କରି ଆତ୍ମନିବେଦନ ଗଳିବସ୍ତ୍ର ହୋଇ କୃପା ଭିକ୍ଷା କରିବି ନୀଳମଣି—ଭକ୍ତିଧାରା
[ଦ୍ରଷ୍ଟବ୍ୟ —ଆମ ଦେଶରେ ଅତି ଦୈନ୍ୟସୁଚକ ପ୍ରାର୍ଥନା ବେଳେ 'ବେକରେ ପାଳଦଉଡ଼ି','ଦାନ୍ତରେ କୁଟା' ଧରିବାର ରୀତି ଅଛି]