ଗଳମାଡ଼ିବା
ଦେଖଣା
ଗଳମାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଳମାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିରକ୍ତି ବୋଧ ହେବା — ୧. Feeling of displeasure dissatisfaction.
- ୨. କାର୍ଯ୍ୟରେ ଦୁରାଗ୍ରହ ବା ଆଳସ୍ୟ ବା ବ୍ୟାପାରହୀନତା ଯୋଗୁଁ ବିରକ୍ତିବୋଧ ହେବା; ଚିଟା ଲାଗିବା —୨. A feeling of ennui or disgust.