Jump to content

ଗଳଶୁଣ୍ଡିକା

ଉଇକିଅଭିଧାନ‌ରୁ

ଗଳଶୁଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - . (ଗଳ+ଶୁଣ୍ଡ+କ+ସ୍ତ୍ରୀ. ଆ; ହାତୀଶୁଣ୍ଡ ପରି ଯାହା ଗଳା ମଧ୍ୟରେ ଝୁଲୁ ଥାଏ)

[ସମ୍ପାଦନା]
୧. ଘଣ୍ଟିକା; ଗଳାଭିତରେ ଝୁଲୁ ଥିବା ଦ୍ୱିମୁଖ ମାଂସପିଣ୍ଡ — ୧. Uvula.
୨. ଘଣ୍ଟିକା ବଢ଼ିବା ରୋଗ —୨. Tonsilitis; quinsy.