ଗଳହସ୍ତ
ଦେଖଣା
ଗଳହସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(୭ମୀ ତତ୍)
[ସମ୍ପାଦନା]- ୧. ଗଳିଥା; ଗଳାଧ୍କ୍କା; ତଣ୍ଟିଆ; ଗଳାଟିପା; ଅର୍ଦ୍ଧଚନ୍ଦ୍ର; ଅବମାନନା ସହିତ କୌଣସି ବ୍ୟକ୍ତୁକୁ ବହିଷ୍କୁତ କରିବା ନିମନ୍ତେ ତା ବେକରେ ହାତଦ୍ୱାରା ହାବୁକା ଦେବା —୧. Collaring; pushing one by the neck.
- ୨. ବୁଢ଼ାଆଙ୍ଗୁଠି ଓ ବିଶିଆଙ୍ଗୁଠିର ଅର୍ଦ୍ଧଚନ୍ଦ୍ରାକୃତି— ବିସ୍ତାର —୨. The semicircular span of the thum and index finger.
- ୩. ତଣ୍ଟିଚିପା —୩. Thorottling.
ସଂସ୍କୃତ - ବିଣ—(ବହୁବ୍ରୀହି)
[ସମ୍ପାଦନା]ଯେ ଅନ୍ୟକୁ ତଣ୍ଟିଆ ଦିଆଏ — Collaring.