ଗଳାଖଙ୍କାର ମାରିବା
ଦେଖଣା
ଗଳାଖଙ୍କାର ମାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଳାଖଙ୍କାର ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସ୍ୱୀୟ ଉପସ୍ଥିତ ବା ଗରିମା ପ୍ରକଟିତ କରିବା ଉଦ୍ଦେଶ୍ୟରେ ଗଳାଦ୍ୱାରା ଶବ୍ଦ କରିବା; ଖଣ୍ଡିକାଶ ମାରିବା — To cough up the phlegm and clear the throat (with a view to make one's presence felt in a crowd or in the dark).