ଗଳାଧରା
ଦେଖଣା
ଗଳାଧରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସରଦି ବା ଶ୍ଳେଷ୍ମା ଯୋଗୁଁ ଗଳାର ସ୍ୱର ବନ୍ଦ ହେବା —୧. Stringency in the throat; hoarseness; loss of voice due to cough and phlegm in the larynx.
- ୨. ସରଦି ଯୋଗୁଁ ତଣ୍ଟିର ବାହାରେ ଓ ଭିତରେ ଦରଜ ହେବା ଓ ଫୁଲିବା ରୋଗ —୨. Swelling and affection of the larynx and throat (a disease).