ଗଳାରେ ଦଉଡ଼ିଦେବା
ଦେଖଣା
ଗଳାରେ ଦଉଡ଼ିଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଳାରେ ଦଉଡ଼ିଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଉଦ୍ୱନ୍ଧନଦ୍ୱାର ଆତ୍ମହତ୍ୟା କରିବା ନିମନ୍ତେ ବେକରେ ଦଉଡ଼ିର ଫାଶ ବସାଇବା —To tie a noose round the neck with a view to commit suicide by hanging
ତେବେ ମୁହଁ ମରିବି ଦେଇ ଗଳା କୃଷ୍ଣସିଂହ. ମହାଭାରତ. ବିରାଟ