ଗଳା ଘଡ଼ଘଡ଼
ଦେଖଣା
ଗଳା ଘଡ଼ଘଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଳା ଘଡ଼ଘଡ଼
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳା+ଘର୍ଘର)
[ସମ୍ପାଦନା]ସରଦି, ସନ୍ନିପାତ ବା ଆସନ୍ନ ମୃତ୍ୟୁ ଯୋଗୁଁ ଗଳାରେ ଶ୍ଳେଷ୍ମା ଜମିବାରୁ ନିସ୍ୱାସପ୍ରସ୍ୱାସ ସମୟରେ ଶ୍ଳେଷ୍ମା ଜନିତ ଘଡ଼ଘଡ଼ ଶବ୍ଦ —Gurgling sound due to the breath passing through the larynx choked with phlegm (due to or impending death).