Jump to content

ଗଳା ଧରିବା

ଉଇକିଅଭିଧାନ‌ରୁ

ଗଳା ଧରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଯମ, ମୃତ୍ୟୁ) ପରଲୋକକୁ ନେବା ପାଇଁ ତଣ୍ଟିଧରିବା ବା ଆୟତ୍ତକରିବା — ୧. (said of the God of Death) To take a firm grip of a person's throat.

କଳା କେଶ ହେଲା ଧଳା, ମୃତ୍ୟୁ ଧରିଅଛି ଗଳା—ମଧୁସୂଦନ

୨. ଗଳାଧରା (ଦେଖ) - ୨. Gaḻādharā (See)