ଗଳା ମୋଟ କରିବା
ଉଚ୍ଚୈଃସ୍ୱର କରିବା — To utter a loud cry.
ଉଲୂକ ନକୁଳଙ୍କୁ ବିନ୍ଧ କାଣ୍ଡରାଜି ଧାଇଁଲେ ଗଳାମୋଟ କରିଣ ଗରଜ କୃଷ୍ଣସିଂହ. ମହାଭାରତ.ଶଲ୍ୟ