ଗଳିପଡ଼ିବା
ଦେଖଣା
ଗଳିପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗଳ ଧାତୁ)
[ସମ୍ପାଦନା]- ୧. ନିମ୍ନକୁ ପ୍ରବିଷ୍ଟ ହେବା —୧. To enter through or deeply.
- ୨. ଅବିଶ୍ରାନ୍ତ ବା ବିଶେଷ ପରିମାଣରେ ସ୍ରବିବା — ୨. To pour or fall down profusely.
ନରମାନଙ୍କ ଦେହରୁ ଝାଳ ଗଳି— ପଡ଼ିବାରୁ ହୋନ୍ତି ଚନ୍ଦନ ଦେହେ ବୋଳି କୃଷ୍ଣସିଂହ. ମହାଭାରତ .ବନ
- ୩. ବହୁ ସଂଖ୍ୟକ ବସ୍ତୁ ବା ଗହଳି ମଧ୍ୟରେ ଅଦୃଶ୍ୟ ହେବା ବା ଲୁଚି ଯିବା —୩. To be hidden amidst a crowd.
- ୪. ଗାଣ୍ଡି ଗଳିପଡ଼ିବା (ଦେଖ) - ୪. Gāṇḍi gaḻipaṟḍ̠ibā (See)