Jump to content

ଗସ୍ତ ଖର୍ଚ୍ଚା

ଉଇକିଅଭିଧାନ‌ରୁ

ଗସ୍ତ ଖର୍ଚ୍ଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ସରକାରୀ କାର୍ଯ୍ୟ ଉପଲକ୍ଷରେ ଭ୍ରମଣ ଜନିତ ଭ୍ରମଣକାରୀ କରିଥିବା ବ୍ୟୟ — ୧. Tour-expenses; travelling expenses.
୨. ଗସ୍ତକାରୀଙ୍କୁ ମିଳିବା ପାଥେୟ—ବ୍ୟୟ — ୨. Travelling allowance.