ଗହକି
ଗରାଖ; ପଣ୍ୟଦ୍ରବ୍ୟର କ୍ରେତା — Customer; constituent of atradesman; purchaser.
ଦୋକାନି ଜଣେ ଗହକି ଉପରେ ଖପା ହୋଇ କହିଲା— ଫକୀରମୋହନ . ଛମାଣ ଆଠଗୁଣ୍ଠ