Jump to content

ଗହଣ

ଉଇକିଅଭିଧାନ‌ରୁ

ଗହଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗହନ) ବନ — ୧. Dense jungle.
୨. (ସଂସ୍କୃତ - ଗଣ) ରାଜାଦିଙ୍କ ସଙ୍ଗେ ଯିବା ବହୁ ଅନୁଚର — ୨. Retinue of a distinguished personage.
୩. (ସଂସ୍କୃତ - ଗଣ) ସମଭିବ୍ୟାହାର ବା ସଙ୍ଗେ — ୩. Following or company.

ଦିନେ ଉଷା ସଖୀ—ଗହଣେ ପ୍ରତ୍ୟୁଷେ ମହାକୌତୁକେ ବରାହ ମୃଗୟା ପାଇଁ ଗଲା ପଶ୍ଚିମ ମୁଖେ—ରାଧାନାଥ. ଉଷା

୪. (ସଂସ୍କୃତ - ଗଣ) ଜନତା; ସମୂହ; ଗଣ; ଦଳ — ୪. Crowd; multitude.

ତୁମ୍ଭ ଯୋଦ୍ଧା ଗହଣ ହାରି ଜ୍ଞାନ ଧାଇଁଲେ ଭୀଷ୍ମଠାକୁ ଘେନି ଦୁର୍ଯ୍ୟୋଧନ—କୃଷ୍ଣସିଂହ. ମହାଭାରତ. ଭୀମ

୫. (ସଂସ୍କୃତ - ଗ୍ରହଣ) ପୋଷାକ —୫. Dress, fitting.
୬. (ସଂସ୍କୃତ - ଗ୍ରହଣ) ଅଳଙ୍କାର; ଗହଣା —୬. Ornament