ଗହଣା
ଦେଖଣା
ଗହଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ; ଯାହା ଧାରଣ କରଯାଏ)
[ସମ୍ପାଦନା]- ୧. ଅଳଙ୍କାର —୧. Ornament.
ଫୁଲର ଗହଣା ପିନ୍ଧା ଫୁଲର ମୁକୁଟ ବିସ୍ତାରି ଫୁଲର ହାସ ନର୍ତ୍ତନଭଙ୍ଗୀରେ—ଚିନ୍ତାମଣି. ବିକ୍ରମାଦିତ୍ୟ
- ୨. ସାଜସଜ୍ଜା —୨. Ornamental fittings.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ତେଲ ପେଡ଼ିବାର ଯନ୍ତ୍ର; ଘଣା — ୧. Oil-mill.
- ୨. (ସଂସ୍କୃତ - ଗଣ) ସମୂହ; ଗଦା; ରାଶି —୨. A heap.
(ଯଥା—ଧାନର ଗହଣା)
- ୩. ନୂଆ ଗଛମାନଙ୍କର ବଂଶାଦି ନିର୍ମିତ ଆବରଣ; ଆଟେଇ — ୩. A bamboo frame-work for protecting young trees.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଗହନ୍=ବନ୍ଧକ)
[ସମ୍ପାଦନା]ବନ୍ଧକ —Pledge; pawn.