ଗହଣା ଗଣ୍ଠି
ଦେଖଣା
ଗହଣା ଗଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗହଣା ଗଣ୍ଠି
|
ଦେଶଜ - ବିଶେଷ୍ୟ - (ଓ ଗହଣା+ସଂସ୍କୃତ - ଗ୍ରାନ୍ଥି; ସହଚର)
[ସମ୍ପାଦନା]- ୧. ସମସ୍ତ ପ୍ରକାରରେ ଅଳଙ୍କାର; ଅଳଙ୍କାର— ପତ୍ର —୧. Jwellery; all sorts of ornaments; ornaments all and sundry.
- ୨. ଅଳଙ୍କାର ଓ ଲୁଗାପଟାର ବୋକଚା — ୨. Luggage consisiting of ornaments and other movables; dress and ornaments; clothes and ornaments.
- ୩. ସୁନାରୂପାରେ ଗହଣା ଓ ତାହା ଗୁନ୍ଥା ହୋଇ ଥିବା ସୁତ୍ରାଦି —୩. Gold and silver ornaments and the strings with which they are strung.