ଗହଣ ଲଗାଇବା
ସଦଳବଳ ହେବା; ଯାତ୍ରା କରିବା ପାଇଁ ବହୁ ଲୋକଙ୍କ ସହିତ ଯିବା; ଶୋଭାଯାତ୍ରା କରିବା —Te beaccompanied by a retinue of attendants; to go in a procession.
ଯୁଧିଷ୍ଠିର ରାଜା ସେ ଯାଗ ଦୀକ୍ଷା ପାଇଁ ଗଲେ ଯାଗଶାଳାକୁ ଗହଣ ଲଗାଇ—କୃଷ୍ଣସିଂହ. ମହାଭରତ ସଭା