Jump to content

ଗହମାଗୋଖର

ଉଇକିଅଭିଧାନ‌ରୁ

ଗହମାଗୋଖର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଏହାର ବର୍ଣ୍ଣ ଗହମ ପରି ଫକା ଥିବାରୁ)

[ସମ୍ପାଦନା]

ଏକ ପ୍ରକାର ଗୋଖର ସାପ — A kind of cobra snake.

(ସାପ ତଳେ ନୋଟ ଦେଖ) — (See notes under Sāpa).