Jump to content

ଗହିର ବିଲ

ଉଇକିଅଭିଧାନ‌ରୁ

ଗହିର ବିଲ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଭୀରି)

[ସମ୍ପାଦନା]

ମୌଜାର ନିମ୍ନ ସମତଳ ଅଞ୍ଚଳ; ଯେଉଁ ଅଞ୍ଚଳରେ ଜଳଜମିରେ ଧାନ ଫସଲର ସୁବିଧା ହୁଏ; ବୃହତ ଅଞ୍ଚଳର ମଧ୍ୟବର୍ତ୍ତୀ ନିମ୍ନଭୂମି; ନିମ୍ନ ସମତଳ ପ୍ରଦେଶ —A great expanse of low- land in a village.